ଜୋଡ଼ା
ଦେଖଣା
ଜୋଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜୋଡ଼ା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜୁଡ଼ ଧାତୁ=ବନ୍ଧନ କରିବା)
[ସମ୍ପାଦନା]- ୧. ଯୁଗ୍ମ; ଯୁଗଳ; ଦୁଇଟି ସମଭାବାପନ୍ନ ବସ୍ତୁ ବା ଜୀବ — ୧. A couple; a pair.
- ୨. ସ୍ତ୍ରୀପୁରୁଷ; ଦମ୍ପତି — ୨. A couple of animals; husband and wife man and woman.
- ୩. ଦୁଇଟି ପୃଥକ୍ ବସ୍ତୁ ବା ଅଂଶକୁ ସଂଯୁକ୍ତ କରିବା; ଜୋଡ଼ିବା —୩. Joining together of two things or parts.
- ୪. ଏକ ହଳ; ଯାନାଦିରେ ବାମ ଓ ଦକ୍ଷିଣରେ ଲାଗିବା ପଶୁ —୪. A pair of animals for vehichles.
- ୫. ଡାହାଣ ଓ ବାମ ଅଙ୍ଗରେ ବ୍ୟବହାର୍ଯ୍ୟ ବସ୍ତୁଦ୍ୱୟ (ଜୋତା ଓ ଅଳଙ୍କାର ପ୍ରଭ଼ୃତି) — ୫. A pair (of shoes, ornaments etc) to suit the right and left limbs.
- ୬. ଏକ ବସ୍ତୁ ସଦୃଶ ଅନ୍ୟ ବସ୍ତୁ — ୬. One of a pair; a complement; a thing which will suit another.
- ୭. ଅଧୋବାସ ଓ ଉତ୍ତରୀୟ ବସ୍ତ୍ର — ୭. A pair of cloths (upper and lower garments) put or arranged together.
- ୮. ଯମଜ —୮. Twins.
ବିଶେଷଣ -
[ସମ୍ପାଦନା]- ୧. ଏକତ୍ର ଯୁକ୍ତ ହୋଇଥିବା — ୧. United; joined.
- ୨. ଜାଉଁଳି —୨. Arranged in a pair.
- ୩. ଯମଜ —୩. Born twins.
- ୪. ଝଳା ହୋଇ ସଂଯୁକ୍ତ ହୋଇଥିବା — ୪. Soldered together.
- ୫. ଦୁଇ ସଂଖ୍ୟକ — ୫. A couple; numbering two.
କେତେବେଳେ ଜୋଡ଼ା ଭାରିଜାରେ ଘର କେତେବେଳେ ଚୁଲି ଫୁଙ୍କି ଫୁଙ୍କି ମର—ଢଗ