ଜୋଡ଼ା ଜୋଡ଼ି
ଦେଖଣା
ଜୋଡ଼ା ଜୋଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜୋଡ଼ା ଜୋଡ଼ି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦୁଇଟି ଭଗ୍ନ ଅଂଶ ବା ପଦାର୍ଥକୁ ଏକତ୍ର କରିବା —୧. Joining together of two things or parts.
- ୨. ପୃଥକ୍ ପୃଥକ୍ ବହୁ ବସ୍ତୁ ବା ଉପକରଣର ଏକତ୍ରୀ— କରଣ —୨. Bringing together or collecting of different materials or ingredients.
- ୩. ଭଗ୍ନ ବା ଛିଣ୍ଡା ବା ଚିରା ପଦାର୍ଥକୁ ମରାମତି କରିବା — ୩. Repairing or patching up of broken or torn things.
ଦେଶଜ - ବିଶେଷଣ -
[ସମ୍ପାଦନା]ମରାମତି କରାଯାଇ ଥିବା; ନାନାଖଣ୍ଡ ଏକତ୍ର କରାଯାଇ ଥିବା —Joined together (many bits); repaired.