ଜୋଡ଼ା ମସାଲ
ଦେଖଣା
ଜୋଡ଼ା ମସାଲ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜୋଡ଼ା ମସାଲ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ରାଜା ଆଦିଙ୍କ ଗହଣରେ ବାମ ଓ ଦକ୍ଷିଣ ପାଖରେ ଜଳା ଯାଉଥିବା ମସାଲ ବା ଦିହୁଡ଼ି —୧. Two torches lighted on both (right and left) sides of a Raja or a Deity in procession.
- ୨. ଦୁଇ ଶାଖା ଥିବା ମସାଲ — ୨. Two torches attached to one handle.