ଜୋଡ଼ି ଚଲାଇବା
ଦେଖଣା
ଜୋଡ଼ି ଚଲାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜୋଡ଼ି ଚଲାଇବା
|
[ଜୋଡ଼ିଚଳାଇବା—ଅନ୍ୟରୂପ]
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଜୋଡ଼ିଗାଡ଼ିରେ ଭ୍ରମଣ କରିବା —୧. To take a drive in a carriage and pair.
- ୨. ଜୋଡ଼ି ଗାଡ଼ିରେ ଲାଗିଥିବା ଅଶ୍ୱଜୁଗଳଙ୍କ ବାଗ ବା ଲଗାମକୁ ଧରି ଗାଡ଼ି ଚଲାଇବା —୨. To drive a coach and pair (one's self).