Jump to content

ଜୋଡ଼େଇବା

ଉଇକିଅଭିଧାନ‌ରୁ

ଜୋଡ଼େଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଯୁଜ ଧାତୁ; ସଂସ୍କୃତ - ଜୁଡ଼ ଧାତୁ)

[ସମ୍ପାଦନା]
୧. ଅନ୍ୟଦ୍ୱାରା ଜୋଡ଼ିବା କ୍ରିୟା କରାଇବା — ୧. To cause to join.
୨. ଦୁଇ ଜନ୍ତୁଙ୍କୁ ଏକତ୍ର ସଙ୍ଗମ କରାଇବା — ୨. To cause two animals to pair.
୩. ଜୋଡ଼ାଜୋଡ଼ା କରି ସଜ୍ଜିତ କରିବା — ୩. To arrange in pairs.
୪. ଜୋଡ଼ିବା —୪. To join together.