Jump to content

ଜୋଡ଼ ବିଜୋଡ଼

ଉଇକିଅଭିଧାନ‌ରୁ

ଜୋଡ଼ ବିଜୋଡ଼

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ବିପରୀତାର୍ଥକ ଶବ୍ଦ ଦ୍ୱୟ)

[ସମ୍ପାଦନା]
୧. ଜୋଡ଼ାଜୋଡ଼ା ହୋଇ ନ ଥିବା; ଏକ ଜୋଡ଼ାର ଗୋଟିଏ ବସ୍ତୁ ଅନ୍ୟ ଜୋଡ଼ାର ବସ୍ତୁ ସଙ୍ଗେ ରଖା ଯାଇଥିବା —୧. Not arranged in pairs; not symmetrically arranged.
୨. ସମ ଓ ଅସମ (ବସ୍ତୁ) — ୨. Odd and even (things).
୩. ଅସମ —୩. Incongruous; dissimilar; unsymmetrical.