Jump to content

ଜୋତା ଉଠାଇବା

ଉଇକିଅଭିଧାନ‌ରୁ

ଜୋତା ଉଠାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଜୋତାରେ ମାଡ ଦେବାକୁ ତିଆରି ହେବା; ଜୋତାଦ୍ୱାରା ଅପରକୁ ଆଘାତ କରିବାକୁ ଉଦ୍ୟତ ହେବା —୧. To be ready to give a shoe -beating.
୨. ଅପରର ପିନ୍ଧିବା ଜୋତାକୁ ଉଠାଇବା ରୂପେ ନୀଚ ଭୃତ୍ୟକର୍ମ କରିବା —୨. To do another's menial works, such as removing his shoes.