Jump to content

ଜୋତା ପଡିଯିବା

ଉଇକିଅଭିଧାନ‌ରୁ

ଜୋତା ପଡିଯିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(କୁରାଢ଼ି ବା କଟୁରୀ ଆଦିକୁ ଦାଢ଼) କାଠ, ପଥର ବା ଲୁହାରେ ବାଜି ଦନ୍ଥରା ବା ଛେଚଡ଼ା ହୋଇଯିବା —(the blede of a weapon) To become blunted by coming in contact with wood, stone, iron, or such other hard things.