ଜୋବରା
ଦେଖଣା
ଜୋବରା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ମଇଳା; ମଳିଯୁକ୍ତ; ଅପରିଚ୍ଛନ୍ନ — ୧. Dirty.
(ଜୋବରୀ—ସ୍ତ୍ରୀ)
- ୨. ଅଳିଆ ଯୁକ୍ତ — ୨. Full of filth or rubbish.
- ୩. ଅପରିସ୍କୃତ —୩. Uncleansed.
- ୪. ବିବର୍ଣ୍ଣ —୪. Pale.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମହାନଦୀର କୂଳରେ ଅବସ୍ଥିତ କଟକର ଉପକଣ୍ଠସ୍ଥ ଗ୍ରାମ ବା ନଗରାଂଶ —A part on the outskirts of town of Cuttack on the bank of Mahānadī
[ଦ୍ରଷ୍ଟବ୍ୟ —ଏହିଠାରେ ଇଂରାଜି ଗଭର୍ଣ୍ଣମେଣ୍ଟ ଗୋଟିଏ ପଥର ବନ୍ଧ (Anicut)ଦ୍ୱାରା ମହାନଦୀର ପାଣିକୁ ଅଟକାଇ ରଖି ତହିଁରୁ ଗୁଡିଏ କୋନାଲ ବାହାର କରାଇ କଟକ ଜିଲ୍ଲାର କୃଷିକ୍ଷେତ୍ରରେ ଜଳସେଚନ ଓ ନୌଯାତ୍ରାଦିର ସୁବିଧା କରାଇ ଆଛନ୍ତି ]