ଜୋର ଦେବା
ଦେଖଣା
ଜୋର ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ଅଙ୍ଗ ବା ଦ୍ରବ୍ୟ ଉପରେ)— ଆପଣାର ଭାରକୁ ନ୍ୟସ୍ତ କରିବା —To rest one's weight on (a thing or a limb).
(ଯଥା—ଦେଖ୍, କାଦୁଆ ଭୁଇଁରେ ଗତି କଲାବେଳେ ବାଡ଼ି ଉପରେ ଖୁବ୍ ଜୋର ଦେଇ ଚାଲୁଥିବୁ)
- ୨. କହିଲାବେଳେ କୌଣସି କଥା ବା ବିଷୟ ଉପରେ)— ଗୁରୁତ୍ୱ ଦେବା —୨. To put emphasis (on a particular word or subject)
(ଯଥା—କହିଲାବେଳେ ଅମୁକ ବିଷୟ ଉପରେ ଟିକିଏ ଜୋର ଦେଇ ନ କହିଲେ ତାର ଗୁରୁତ୍ୱ କ ବୁଝା ପଡ଼ିବ ନାହିଁ)