ଜୋର ପାଇବା
ଦେଖଣା
ଜୋର ପାଇବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ସମଧିକ ବଳଲାଭ କରିବା — ୧. Gaining of sufficient strength.
ଅନୁବାଦ
[ସମ୍ପାଦନା](ଯଥା—୬ ମାସ ଜରରେ ପଡ଼ି ବର୍ତ୍ତମାନ ଚାଲିବାକୁ ମୋର ଜୋର ପାଉନାହିଁ)
- ୨. ନିଜର କୌଣସି କାର୍ଯ୍ୟ—ସାଧନୋପଯୋଗୀ ବଳ ବା ଦାବୀ ଥିବାର ଅନୁମାନ ହେବା —୨. Having a claim of right in respect of a certain person or matter; considering oneself able to do a thing.
(ଯଥା—ତାକୁ ଏଠାକୁ ଡାକି ଆଣିବାକୁ ମୋର ଜୋର ପାଉଛି; ତାକୁ ଏ ଚାକିରି ଖଣ୍ଡକ ପାଇଁ ଅନୁରୋଧ କରିବାକୁ ମୋର ଜୋର ପାଉଛି)