ଜୋଲେଇବା
(ଦୋହ୍ଲେଇବା—ଅନ୍ୟରୂପ)
(କୌଣସି ସ୍ଥାନ)ଜଳାର୍ଦ୍ର ହୋଇ ସନ୍ତସନ୍ତିଆ ହେବା; ଜଳଯୁକ୍ତ ହେବା — (a place) To be saturated with water; to be impregnated with water.