Jump to content

ଜୋଷମ୍

ଉଇକିଅଭିଧାନ‌ରୁ

ଜୋଷମ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ. (ଜୁଷ୍ ଧାତୁ+କରଣ ଅମ୍)

[ସମ୍ପାଦନା]

ତୁଷ୍ଣୀଭାବରେ; ନୀରବରେ, ଚୂପ୍ ହୋଇ —୧. Silently.

୨. ସୁଖ ସ୍ୱାଚ୍ଛନ୍ଦରେ —୨. With ease.
୩. ସମ୍ପୁର୍ଣରୂପେ —୩. Completely.