Jump to content

ଜ୍ରିବ୍ କଡ଼ିମାପ

ଉଇକିଅଭିଧାନ‌ରୁ

ଜ୍ରିବ୍ କଡ଼ିମାପ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଚେନ୍ର କଡ଼ି ଅନୁସାରେ ଜମିର ମାପ — Measurment of land according to the system of chain and links.

[ ଦ୍ର—ବାବୁ ରାଧାକୃଷ୍ଣ ବସୁ କଡ଼ିମାପରେ ଜମିର କ୍ଷେତ୍ରଫଳ ମାଣ ଓ ଗୁଣ୍ଠରେ ସ୍ଥିର କରିବାର ଏକ ନୂତନ ସୂତ୍ର ପଦ୍ୟରେ ରଚନା କରିଅଛନ୍ତି; ଯଥା— ଜରିବକୁ କଡ଼ି ମାଗ ଆଠ ଗଣ୍ଡା, କଡ଼ି କଡ଼ି ତତ୍ତ୍ୱ ଆଠ ଜରିବେ ଜରିବେ ଅଢ଼ାଇ ଗୁଣ୍ଠକୁ, ମନେ ହେତୁ କର ଚାଟ, ଶତକେ କଡ଼ିରେ ଜରିବ ହୁଅଇ, ପଚିଶ ତତ୍ତ୍ୱରେ କଡ଼ା ବସୁ ରାଧାକୃଷ୍ଣ, ସୂତ୍ରରେ ଭଣିଲେ, ଚାଷୀଙ୍କୁ ଏକାଳେ ଲୋଡ଼ା ]