Jump to content

ଜ୍ୟା

ଉଇକିଅଭିଧାନ‌ରୁ

ଜ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଜ୍ୟା ଧାତୁ+କର୍ତ୍ତୃ. କ୍ୱିପ୍; ଯାହା କ୍ରମଶଃ ଜୀର୍ଣ୍ଣ ବା କ୍ଷୟ ହୁଏ)

[ସମ୍ପାଦନା]
୧. ଧନୁର ଗୁଣ —୧. Bow-string.
୨. ପୃଥିବୀ —୨. The earth.

ବିଦିତ ଜ୍ୟା ଜାମାତା ମୁଁ ଦୈତ୍ୟାରି ବୋଲାଇ ବଧ କବନ୍ଧ କରିଛି ଯିବୁ ଆନ କାହିଁ? ଭଞ୍ଜ. ବୈଦେହୀଶ ବିଳାସ

୩. ମାତା —୩. Mother.
୪. (ଜ୍ୟାମିତି) ଚାପର ପ୍ରାନ୍ତଦ୍ୱୟକୁ ଯୋଗ କରିଥିବା ସରଳରେଖା — ୪. (geometry) The chord of an are.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଜିଆ; ଜିଆନାଡ଼ି; ମହୀଲତା —Earth-worm.