ଜ୍ୟାବାଳୀ
ଦେଖଣା
ଜ୍ୟାବାଳୀ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଜ୍ୟାରୂପ ବାଳୀ ବା ସ୍ତ୍ରୀ; ରୂପକ)
[ସମ୍ପାଦନା]- ୧. ଭୂଦେବୀ —୧. The earth personified.
- ୨. (ସଂସ୍କୃତ - ଜାବାଳି) ଜାବାଳୀ (ଦେଖ) - ୨. Jābāḻi (See)
(୧, ୨: ) ବନବାସୀବର ସଭା ଲୋକିତ ବରାହ ମୂର୍ତ୍ତିକି ଜ୍ୟାବଳୀ ଯୁକ୍ତ ଉପେନ୍ଦ୍ର ଭଞ୍ଜ. ବୈଦେହୀଶବିଳାସ