ଜ୍ୟେଷ୍ଠାଂଶ
ଦେଖଣା
ଜ୍ୟେଷ୍ଠାଂଶ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଜ୍ୟେଷ୍ଠ+ଅଂଶ; କର୍ମଧା; କିମ୍ୱା ୬ଷ୍ଠୀ ତତ୍)
[ସମ୍ପାଦନା]ହିନ୍ଦୁଶାସ୍ତ୍ର ଅନୁସାରେ ପୈତୃକ ସମ୍ପତ୍ତିରୁ ବଡ଼ ଭାଇ ସାନଭାଇମାନଙ୍କଠାରୁ ପାଇବା ଅଧିକା ଅଂଶ — The extra share of the paternal property which devolves on the eldest brother in excess of the regular shares of other brothers in partition (Hindu law).