Jump to content

ଜ୍ୟୋତିପୁର

ଉଇକିଅଭିଧାନ‌ରୁ

ଜ୍ୟୋତିପୁର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜ୍ୟୋତିମୟପୁର)

[ସମ୍ପାଦନା]

ପରଂବ୍ରହ୍ମର ବାସସ୍ଥାନ — The imaginary abode of the Brahma.

ଏତେ ପୃଥିବୀ ଗଲେ ହତ, ଜ୍ୟୋତିପୁରକୁ ଲିତା ମାତ୍ର— ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ