ଜ୍ୟୋତିର୍ଲିଙ୍ଗ
ଶିବଲିଙ୍ଗ ବଶେଷ — Name of a Siba-linga.
[ଦ୍ରଷ୍ଟବ୍ୟ —ଶିବପୁରାଣମତେ ରାମେଶ୍ୱର, କେଦାରନାଥ ପ୍ରଭୃତି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଭାରତର ବିଭିନ୍ନ ଅଞ୍ଚଳରେ ପ୍ରତିଷ୍ଠିତ ଏ ସ୍ଥାନମାନ ଗୋଟିଏ ଗୋଟିଏ ତୀର୍ଥସ୍ଥାନ ମଦନମୋହନ ତୀର୍ଥ— ଦର୍ଶନ ୧ମ ଭାଗ]