Jump to content

ଜ୍ୟୋତିଶ୍ଚକ୍ର

ଉଇକିଅଭିଧାନ‌ରୁ

ଜ୍ୟୋତିଶ୍ଚକ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଃ+ଚକ୍ର; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ଚନ୍ଦ୍ରସୂର୍ଯ୍ୟାଦି ସହ ନକ୍ଷତ୍ରସମୂହ — ୧. The heavenly bodies.
୨. ଜ୍ୟୋତିଷ ଶାସ୍ତ୍ରୋକ୍ତ ରାଶି ଚକ୍ର —୨. (Astrology) The zodiac; the circle bearing the ୧୨ zodiacal signs; the sidereal heavens.