Jump to content

ଜ୍ୟୋତିଷୀ

ଉଇକିଅଭିଧାନ‌ରୁ

ଜ୍ୟୋତିଷୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ଜ୍ୟୋତିଷ+ଜ୍ଞାତାର୍ଥେ. ଇନ୍; ୧ମା. ୧ବ.)

[ସମ୍ପାଦନା]

ଜ୍ୟୋତିର୍ବେତ୍ତା —Versed in the science of-<? ?> stars and planets; astronomer; astrologer.

[ଦ୍ରଷ୍ଟବ୍ୟ —ଆମ୍ଭମାନଙ୍କର ଦେଶରେ ଗୋଟିଏ ବିଶିଷ୍ଟ ଜାତି (ଜ୍ୟୋତିଷ ନାୟକ) ଫଳିତ ଜ୍ୟୋତିଷ ବିଦ୍ୟାକୁ ବଂଶପରମ୍ପରା— କ୍ରମେ ଆଲୋଚନା କରନ୍ତି]