ଜ୍ୟୋତିଷ୍କର
ଦେଖଣା
ଜ୍ୟୋତିଷ୍କର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଃ+କୃ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଗ୍ରହନକ୍ଷତ୍ରାଦି ଜ୍ୟୋତିର୍ମୟ ପଦାର୍ଥ — ୧. A planet; a star; a luminary.
- ୨. ଚିତ୍ରକ ବୃକ୍ଷ (ଦେଖ) - ୨. Chitraka (See)
- ୩. ଗଣିକାରିକା ବୃକ୍ଷ (ଦେଖ) - ୩. Gaṇikārikā (See)
- ୪. ମେଥିକା ବୀଜ —୪. The seed of fenugreek.
- ୫. ମେରୁ ଶୃଙ୍ଗ ବିଶେଷ — ୫. Name of a peak of the Meru mountain.