ଜ୍ୟୋତିଷ୍ଟୋମ
ଯଜ୍ଞ ବିଶେଷ —Name of a vedic sacrifice.
[ଦ୍ରଷ୍ଟବ୍ୟ —ଏଥିରେ ୧୬: ଜଣ ଋତ୍ୱିକ ଆବଶ୍ୟକ ଓ ୧୧୨:ଟି ଗାଈ ଦକ୍ଷିଣା ଦିଆଯାଏ]