Jump to content

ଜ୍ୟୋତିଷ୍ମତୀ

ଉଇକିଅଭିଧାନ‌ରୁ

ଜ୍ୟୋତିଷ୍ମତୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଜ୍ୟୋତିଷ୍ମତ୍+ସ୍ତ୍ରୀ. ଈ)

[ସମ୍ପାଦନା]
୧. ରାତ୍ରିରେ ଆଲୋକ ବିକୀରଣକାରୀ ବନ୍ୟ ଲତା ବିଶେଷ; ଫୁଟିଫୁଟିକା ଗୁଳ୍ମ — A luminous wild plant; Cardiospermum Helicacabum. Ballon vine; winter cherry (Kirtikar) Staff tree.


ଅନୁବାଦ

[ସମ୍ପାଦନା]

[ଦ୍ରଷ୍ଟବ୍ୟ —ବୈଦ୍ୟକ ମତରେ ଏହା କଟୁ ତିକ୍ତ ରସ, ବାୟୁ ଓ କଫ— ନାଶକ, ରୁକ୍ଷ, କମନକାରକ, ଦାହା ପ୍ରଦ, ଅଗ୍ନିବର୍ଦ୍ଧକ ଓ ମେଧାପ୍ରଦ]

୨. ରାତ୍ରି —୨. Night.
୩. ଚିତ୍ରବୃତ୍ତି ବିଶେଷ — ୩. Name of a pictorial composition.

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ଜ୍ୟୋତିଷ୍ମାନ୍ର ସ୍ତ୍ରୀଲିଙ୍ଗ — Feminine of jyotishmān.