Jump to content

ଜ୍ୟୋତିଷ୍ମାନ୍

ଉଇକିଅଭିଧାନ‌ରୁ

ଜ୍ୟୋତିଷ୍ମାନ୍

ଉଚ୍ଚାରଣ

[ସମ୍ପାଦନା]
(ଜ୍ୟୋତିଷ୍ମତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଜ୍ୟୋତିଷ୍ମତ୍ ଶବ୍ଦ; ଜ୍ୟୋତିଷ୍+ଅଛ ଅର୍ଥରେ ମତ୍;୧ମା. ୧ବ)

[ସମ୍ପାଦନା]
୧. ଉଜ୍ଜ୍ୱଳ; ଜ୍ୟୋତିର୍ବିଶିଷ୍ଟ — ୧. Bright; luminous; shinihg.
୨. ରାତ୍ରିରେ ଅଲୋକ ବିକୀରଣକାରୀ — ୨. Phosphorescent; glowing.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସୂର୍ଯ୍ୟ —୧. The sun.
୨. କୁଶଦ୍ୱୀପର ଜନୈକ ରାଜା —୨. Name of a king of the mythological of Kuṡa island.