Jump to content

ଜ୍ୟୋତ୍ସ୍ନା

ଉଇକିଅଭିଧାନ‌ରୁ

ଜ୍ୟୋତ୍ସ୍ନା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଜ୍ୟୋତିଷ୍+ଅଛି ଅର୍ଥରେ ନ+ସ୍ତ୍ରୀ. ଅ)

[ସମ୍ପାଦନା]
୧. ଚନ୍ଦ୍ର କିରଣ; ଚନ୍ଦ୍ରିକା; ଚନ୍ଦ୍ରାଲୋକ — ୧. Moonbeam.
୨. କାନ୍ତି; ଝଟକ —୨. Lustre.
୩. ଶୋଭା —୩. Grace.