Jump to content

ଜ୍ୟୌତିଷିକ

ଉଇକିଅଭିଧାନ‌ରୁ

ଜ୍ୟୌତିଷିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଜ୍ୟୋତିଷ+ତଦ୍ଜ୍ଞାନାର୍ଥେ, ଇକ)

[ସମ୍ପାଦନା]
୧. ଜ୍ୟୋତିଷ ଶାସ୍ତ୍ରସମ୍ୱନ୍ଧୀୟ — ୧. Pertaining to astronomy or astrology.
୨. ଜ୍ୟୋତିର୍ବେତ୍ତା — ୨. Versed in astronomy or astrology.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଜ୍ୟୋତିର୍ବେତ୍ତା ବ୍ୟକ୍ତି — Astronomer or Astrologer.