Jump to content

ଜ୍ୱର

ଉଇକିଅଭିଧାନ‌ରୁ

ଜ୍ୱର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଜ୍ୱର୍ ଧାତୁ+କରଣ. ଅ)

[ସମ୍ପାଦନା]
୧. ଗାତ୍ରଦାହ; ଗାତ୍ରତାପ— ଯୁକ୍ତରୋଗ —୧. Fever; burning sensation in the body.
୨. ମନୋଦୁଃଖ —୨. Grief.
୩. ପୀଡ଼ା —୩. Pain; trouble.

ଦେଶଜ - ବିଶେଷଣ -

[ସମ୍ପାଦନା]

ଅତ୍ୟାଚାରୀ —Oppressive; tyrannous.

ହିରଣ୍ୟ କଶିପୁ ଅସୁର, ତ୍ରୈ ଲୋକ୍ୟ ମୁଣ୍ଡେ ଥିଲା ଜ୍ୱର ଜଗନ୍ନାଥ. ଭାଗବତ