Jump to content

ଜ୍ୱରଘ୍ନ

ଉଇକିଅଭିଧାନ‌ରୁ

ଜ୍ୱରଘ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଜ୍ୱର+ହନ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଯାହା ଜ୍ୱରକୁ ଆରୋଗ୍ୟ କରେ; ଜ୍ୱରନାଶକ (ଔଷଧ) — Febrifuge; dispelling or curing fever; antifebrile.