Jump to content

ଜ୍ୱରନାଶନ

ଉଇକିଅଭିଧାନ‌ରୁ

ଜ୍ୱରନାଶନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଜ୍ୱର+ନାଶନ)

[ସମ୍ପାଦନା]

ଜ୍ୱରଘ୍ନ (ଦେଖ) - Jwaraghna (See)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅଷ୍ଟ୍ରେଲିଆରୁ ଆନୀତ ବୃକ୍ଷବିଶେଷ — The Eucalyptus tree.

[ଦ୍ରଷ୍ଟବ୍ୟ —ଏଥିର ପତ୍ର ତେଜପତ୍ର ପରି ଓ ଏହା ଲେମ୍ୱୁଚୋପାରୁ ବାହାରିବା ରସ ପରି ଗନ୍ଧଯୁକ୍ତ ଏହି ପତ୍ରରୁ ତେଲ ଓ ଅର୍କ ପ୍ରସ୍ତୁତ ହୁଏ ଏ ବୃକ୍ଷ ଯେଉଁ ଅଞ୍ଚଳରେ ଲଗାଯାଏ, ସେଠାରେ ମାଲେରିଆ ଜ୍ୱର କମିଯାଏ ଏହା ଅଷ୍ଟ୍ରେଲିଆରେ ପରୀକ୍ଷା କରାଯାଇ ଅଛି ଏ ଗଛର ଗଣ୍ଡିରୁ ଏକପ୍ରକାର ଝୁଣା ପରି ଅଠା ବାହାରେ, ସେ କାଠକୁ ଶୁଖାଇ ଧୂପ ଓ ବାର୍ଣ୍ଣିସ୍ କରାଯାଏ ଏ ଗଛରୁ ପ୍ରତିବର୍ଷ ମନକୁ ଛାଲ ଛାଡ଼େ]