Jump to content

ଜ୍ୱଳତ୍

ଉଇକିଅଭିଧାନ‌ରୁ

ଜ୍ୱଳତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - [ଜ୍ୱଳ୍ ଧାତୁ+କର୍ତ୍ତୃ. ଅତ୍ (ଶତ୍ରୁ)]

[ସମ୍ପାଦନା]

ଜଳୁଥିବା — Blazing; burning.

[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ହୁଏ; ଯଥା— ଜ୍ୱଳଦିଗ୍ନ, ଜ୍ୱଳଦଙ୍ଗାର]