Jump to content

ଜ୍ୱଳିତ

ଉଇକିଅଭିଧାନ‌ରୁ

ଜ୍ୱଳିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -(ଜ୍ୱଳ ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]
୧. ଯାହା ଜଳୁଅଛି ବା ଜଳି ଉଠି ଅଛି —୧. Burning.
୨. ଦଗ୍ଧ —୨. Burnt.
୩. ଦୀପ୍ତ; ଉଜ୍ଜ୍ୱଳ — ୩. Bright; dazzling; kindled.
୪. ଆଲୋକିତ —୪. Illuminated.

=== ସଂସ୍କୃତ - ବିଶେଷ୍ୟ - (+ ଭାବ. ତ)

ଜ୍ୱଳନ; ଜଳିବା —Burning.