ଜୟ

ଉଇକିଅଭିଧାନ‌ରୁ

ଜୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପରାଜୟ—ବିପରୀତ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ -(ଜି ଧାତୁ=ଜୟ କରିବା+ଭାବ. ଅ)[ସମ୍ପାଦନା]

୧. ଶତ୍ରୁ ଦମନ —୧. Victory; conquest; triumph.
୨. ଦେଶ ବା ମନୁଷ୍ୟର ବଶୀକରଣ — ୨. Bringing a person or country to subjection; subjugation.
୩. କୃତକାର୍ଯ୍ୟତା; ସଫଳତା —୩. Success.
୪. ବିଷ୍ଣୁଙ୍କ ପାର୍ଶ୍ୱଚର ବା ଦ୍ୱାରୀ —୪. Name of an attendant or door-keeper of Bishṇu.

[ଦ୍ରଷ୍ଟବ୍ୟ —ଜୟ ବିଜୟ ବିଷ୍ଣୁଙ୍କ ଛାମୁଦ୍ୱାରର ଦୁଇ ପାଖର ଦ୍ୱାରରକ୍ଷକ, ସେଥିପାଇଁ ଜଗନ୍ନାଥଙ୍କ ଛାମୁଦୁଆରକୁ ଜୟବିଜୟ ଦ୍ୱାର ବୋଲା ଯାଏ]

୫. ଇନ୍ଦ୍ରପୁତ୍ର; ବୟନ୍ତ —୫. Jayanta, son of Indra.
୬. ବିରାଟ ରାଜସଭାରେ ଯୁଧିଷ୍ଠିରଙ୍କର ଛଦ୍ମନାମ — ୬. The name assumed by Judhisṭhira while living incognito in the court of Birāṭa.
୭. ପୁରାଣ ଇତିହାସାଦି ଶାସ୍ତ୍ର — ୭. Mythology and history.
୮. ବିଷ୍ଣୁ —୮. Bishṇu.

ଦେଶଜ - ଅ.[ସମ୍ପାଦନା]

ଜୟ ଜୟ (ଦେଖ) - Jaya jaya (See).