ଜୟନ୍ତ
ଦେଖଣା
ଜୟନ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନାମ) (ଜି ଧାତୁ+କର୍ତ୍ତୃ. ଅନ୍ତ)
[ସମ୍ପାଦନା]- ୧. ଇନ୍ଦ୍ରପୁତ୍ର — ୧. Son of Indra.
- ୨. ବିରାଟଭବନରେ ଭୀମଙ୍କ ଛଦ୍ମ ନାମ — ୨. The name assumed by Bhīma in the court of Birāṭa.
- ୩. ଦଶରଥଙ୍କ ମନ୍ତ୍ରୀ — ୩. A minister of Daṡaratha.
- ୪. ଚନ୍ଦ୍ର —୪. The moon.
- ୫. ସଙ୍ଗୀତର ରାଗିଣୀବିଶେଷ — ୫. Name of a musical air.
- ୬. ଶିବ (ପ୍ରକୃତିବାଦ) —୬. Ṡiba.