ଜୟପାଳ
ଜୟପାଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]୧ : କନକା; ସୀଝୁ ଗଛ ଶ୍ରେଣୀର କ୍ଷୁଦ୍ର ବୃକ୍ଷ (ଏହା ମଞ୍ଜିରୁ ପ୍ରସିଦ୍ଧ ରେଚକ ତୈଳ ବାହାରେ) — ୧. Name of a tree; Croton; Figlium (from which croton oil; a strong purgative is extracted).
[ଦ୍ରଷ୍ଟବ୍ୟ —ଏ ଗଛ ସମୁଦ୍ର ସମତଳଠାରୁ ୩ ଫୁଟ ପର୍ଯ୍ୟନ୍ତ ଉଚ୍ଚ ସ୍ଥାନରେ ପତିତ ଭୂମିରେ ଜନ୍ମେ ଏଗଛ ଜନ୍ମିବାର ୨ୟ ବର୍ଷରେ ଫଳ ଧରେ ଏଥିର ଫଳ ଛୋଟ ଅଳାଇଚ ଆକାରର, ତହିଁ ମଧ୍ୟରେ ଧଳା ଶସ ଥାଏ ଏହି ଫଳରେ ତୈଳାଂଶ ବେଶି; ଏ ଫଳ (Croton seed) ଖାଇଲେ ଖୁବ୍ ଝାଡ଼ା ହୁଏ ଏହି ଫଳରୁ ନିଷ୍କାସିତ ତୈଳ (Croton oil) ଦେହରେ ଲଗାଇଲେ ଫୋଟକା ହୁଏ ଏ ତୈଳ ଔଷଧରେ ବ୍ୟବହୃତ ହୁଏ ଓ ଏଥିର ପିଡ଼ିଆକୁ ଚାହା— ବଗିଚାର ମାଟିରେ ସାର ଦେଲେ ଗଛରେ ଉଇ ଓ ଅନ୍ୟ ପୋକ ଧରନ୍ତି ନାହିଁ ଛାୟା ପାଇଁ କାଫୀ (Coffee)ଗୁଳ୍ମ ନିକଟରେ ଲୋକେ ଏ ଗଛକୁ ଲଗାନ୍ତି ବୈଦ୍ୟକ ଅନୁସାରେ ଏ ବୀଜ କଟୁ— ରସ, ଉଷ୍ଣବୀର୍ଯ୍ୟ, ତୀକ୍ଷ୍ଣ, ଉଗ୍ର ବିରେଚନ, ଅଗ୍ନିବର୍ଦ୍ଧକ, ବମନବେଗ— କାରକ ଏବଂ କୃମି, କଫ, ବାୟୁ ଓ ଉଦରରୋଗର ଉପଶମ— କାରକ ]
- ୨. ବ୍ରହ୍ମା —୨. Brahmā.
- ୩. ବିଷ୍ଣୁ —୩. Bishṇu.
- ୪. ରାଜା (ହିନ୍ଦୀ - ଶବ୍ଦସାଗର) —୪. King.