ଜୟବିଜୟ
ଦେଖଣା
ଜୟବିଜୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବିଷ୍ଣୁଙ୍କ ଦ୍ୱାରରକ୍ଷକଦ୍ୱୟ — Name of the two attendants or doorkeepers of Bishṇu.
ପ୍ରତିହାରୀ ଜୟ ବିଜୟ ଛାଡ଼ି ଦେଲେ ସରଣୀ—ରାଧାନାଖ. ଚନ୍ଦ୍ରଭାଗା
[ଦ୍ରଷ୍ଟବ୍ୟ —ଜୟ ଓ ବିଜୟ ସନକାଦି ଋଷିମାନଙ୍କୁ ହରିଦର୍ଶନରେ ବାଧା ଦେଇଥିଲେ, ଋଷିଙ୍କ ଶାପରେ ଏମାନେ ସତ୍ୟଯୁଗରେ ହିରଣ୍ୟାକ୍ଷ ଓ ହରିଣ୍ୟ କଶିପୁ (ମତାନ୍ତରରେ ମୁର ଓ ଦାରୁଣ), ତ୍ରେତାଯୁଗରେ ରାବଣ ଓ କୁମ୍ଭକର୍ଣ୍ଣ ଏବଂ ଦ୍ୱାପରଯୁଗରେ ଶିଶୁପାଳ ଓ ଦନ୍ତବକ୍ର (ମତାନ୍ତରରେ ଶିଶୁପାଳ ଓ ଶଲ୍ୟ) ରୂପେ ଜାତ ହୋଇ ନାରାୟଣଙ୍ଦ୍ୱାରା ନିଧନପ୍ରାପ୍ତ ହୋଇଥିଲେ ]