ଜୟମଙ୍ଗଳ
ଦେଖଣା
ଜୟମଙ୍ଗଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ରାଜାଙ୍କ ହାତୀ; ପାଟହାତୀ — ୧. The elephant ridden by a king.
- ୨. ଆୟୁର୍ବେଦୋକ୍ତ ପ୍ରସିଦ୍ଧ ଜ୍ୱରନାଶକ ରସ ବା ବଟିକା — ୨. A well-known febrifuge-pill prescribed in the Hindu medical science.
- ୩. ହିନ୍ଦୁ ସଙ୍ଗୀତର ୬ଟି ତାଳ ମଧ୍ୟରୁ ଏକ — ୩. One of the ୬୦ musical measures in Hindu music.