Jump to content

ଜୟମାଳା

ଉଇକିଅଭିଧାନ‌ରୁ

ଜୟମାଳା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ. ଜୟ+ମାଳା)

[ସମ୍ପାଦନା]
୧. ବିଜୟ ଚିହ୍ନ ସ୍ୱରୂପ ବିଜୟୀଙ୍କର ପିନ୍ଧିବାମାଳା — ୧. A garland worn by the victor after victory.
୨. କନ୍ୟା ସ୍ୱୟଂବର ବେଳେ ବରର ବେକରେ ଯେଉଁମାଳା ପକାଇଦିଏ; ବରଣମାଳା —୨. A garland which is put on the neck of the husband selected by the bridgegroom at a gathering of suiters.