Jump to content

ଜୟଶ୍ରୀ

ଉଇକିଅଭିଧାନ‌ରୁ

ଜୟଶ୍ରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ରୂପକ କର୍ମଧା. ବା ୬ଷ୍ଠୀ ତତ୍; ଜୟ+ଶ୍ରୀ)

[ସମ୍ପାଦନା]
୧. ଜୟଲକ୍ଷ୍ମୀ (ଦେଖ) - ୧. Jaya-lakshmī (See)
୨. ସଙ୍ଗୀତର ତାଳବିଶେଷ — ୨. Name of musical measure.
୩. ସନ୍ଧ୍ୟାକାଳରେ ଗେୟ ସଂପୂର୍ଣ୍ଣ ଜାତିର ରାଗବିଶେଷ — ୩. Name of a musical air.