Jump to content

ଜୟସ୍ତମ୍ଭ

ଉଇକିଅଭିଧାନ‌ରୁ

ଜୟସ୍ତମ୍ଭ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଜୟସୂଚକ ସ୍ତମ୍ଭ; ଜୟ+ସ୍ତମ୍ଭ)

[ସମ୍ପାଦନା]

କୌଣସି ବିଜୟଲାଭର ସ୍ମାରକରୂପେ ନିର୍ମାଣ କରାଯିବା ସ୍ତମ୍ଭ —Monumental pillar; a pillar set up to commemorate a victory.