ଜୟା
ଦେଖଣା
ଜୟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଜି ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ପାର୍ବତୀ; ଦୁର୍ଗା —୧. Goddess Durgā.
- ୨. ପାର୍ବତୀଙ୍କ ସଖୀ — ୨. A companion of Pārbatī.
- ୩. ହରିଡ଼ା —୩. Myrobalan.
[[]] ୪ ଜୟନ୍ତୀ ]] ୪ (ଦେଖ) - ୪. Jayantī ୪ (See)
- ୫. ସିଦ୍ଧି; ଭାଙ୍ଗ; ବିଜୟା; ଗଞ୍ଜାଇ — ୫. Indian hemp; ganja.
୬ : ତୃତୀୟା, ଅଷ୍ଟମୀ ଓ ତ୍ରୟୋଦଶୀ ତିଥି — ୬. The ୩rd, ୮th and ୧୩th day of the lunar fortnight.
- ୭. ପତାକା ବିଶେଷ —୭. A kind of flag.
- ୮. ନୀଳ ଦୁର୍ବା — ୮. A species of grass (blue in colour).
- ୯. ଦୁର୍ଗାଙ୍କର ଏକ ସହଚରୀ (ହିନ୍ଦୀ - ଶବ୍ଦସାଗର) — ୯. Name of a companion of Durgā.
- ୧. ମାଘ ଶୁକ୍ଳ ଏକାଦଶୀ (ହିନ୍ଦୀ - ଶବ୍ଦସାଗର) — ୧୦. The ୧୧th day of the light fortnight of the month of Māgha.
- ୧୧. ତନ୍ତ୍ରୀଯୁକ୍ତ ପ୍ରାଚୀନ ବାଦ୍ୟବିଶେଷ (ହିନ୍ଦୀ - ଶବ୍ଦସାଗର) — ୧୧. A kind of stringed musical instrument used in ancient India.
- ୧୨. ମନ୍ଦାର ଫୁଲ (ହିନ୍ଦୀ - ଶବ୍ଦସାଗର) — ୧୨. The China-rose.
- ୧୩. ଶମୀବୃକ୍ଷ (ହିନ୍ଦୀ - ଶବ୍ଦସାଗର) — ୧୩. The Ṡamī tree.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଜୟକୃଷ୍ଣର ଅନାଦରାର୍ଥକ ଡାକନାମ — A name for calling Jayakṛushṇa.