Jump to content

ଜୟାପୀଡ଼

ଉଇକିଅଭିଧାନ‌ରୁ

ଜୟାପୀଡ଼

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଖ୍ରୀଷ୍ଟୀୟ ୮ମ ଶତାବ୍ଦୀର କାଶ୍ମୀରର ଏକ ରାଜା —Name of a king of Kashmere of the ୮th century A. D.

[ଦ୍ରଷ୍ଟବ୍ୟ —ଏ ଦିଗ୍ୱିଜୟ କରିବାକୁ ରାଜଧାନୀରୁ ବାହାରି ଥିଲେ; ବାଟରେ ସୈନ୍ୟମାନେ ଏହାକୁ ଛାଡ଼ି ପଳାଇ ଗଲେ ଏ ଆଉ ରାଜ୍ୟକୁ ନ ଫେରି ପ୍ରୟାଗକୁ ଆସିଲେ ଓ ସେଠାରେ ଏଗାର ହଜାର ଏକ ଶହ ଏଗାର ଘୋଡ଼ା ଦାନ କଲେ ହିନ୍ଦୀ - ଶବ୍ଦସାଗର ]