Jump to content

ଜୟୀ

ଉଇକିଅଭିଧାନ‌ରୁ

ଜୟୀ

ଉଚ୍ଚାରଣ

[ସମ୍ପାଦନା]
(ଜୟିନୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ଜି ଧାତୁ+କର୍ତ୍ତୃ. ଇନ୍; ୧ମା.୧ବ)

[ସମ୍ପାଦନା]

ଜୟଶୀଳ; ଯେ ଜୟଲାଭ କରିଅଛି; ବିଜୟୀ — Victorious; triumpphant.

ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଜେତା —Conqueror; victor.