ଝକାଝକି

ଉଇକିଅଭିଧାନ ରୁ
Jump to navigation Jump to search

ଝକାଝକି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଝକାଝକ୍ (ଦେଖ) - — Jhakājhak (See)

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -[ସମ୍ପାଦନା]

ଜାକଜମକ ପୂର୍ଣ୍ଣ; ଆଡ଼ମ୍ୱରମୟ — Very grand.

(ଯଥା—ଏ ବର୍ଷ ପରିକ୍ଷାରେ ସ୍କୁଲର ଫଳ ଖୁବ୍ ଝକାଝକି)