Jump to content

ଝକାଝକ୍

ଉଇକିଅଭିଧାନ‌ରୁ

ଝକାଝକ୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧକ୍ଷ ଧାତୁ=ନାଶନ; ଯୋଗେଶ୍ଚନ୍ଦ୍ର)

[ସମ୍ପାଦନା]
୧. ଝିଙ୍କାଝିଙ୍କି; ଟଣାଓଟରା — ୧. Mutual pulling; tugging.
୨. ଟଣାଟଣି ପୂର୍ବକ ବିବାଦ; ଫଉଜଦାରୀ — ୨. Affray; brawl.
୩. ଅନ୍ୟୋନ୍ୟରେ କଳିକଜିଆ ବା ଉଚ୍ଚୈଃସ୍ୱରରେ ବିବାଦ — ୩. Wrangling; mutual quarreling; loud recrimination between two persons.
୪. ପଣ୍ୟଦ୍ରବ୍ୟର ଭାଉ ସମ୍ୱନ୍ଧେ ବାଦ ପ୍ରତିବାଦ — ୪. Higgling and haggling.
୫. ବିବାଦ —୫. Dispute; altercation.

ଦେଶଜ - ବିଶେଷଣ -

[ସମ୍ପାଦନା]

ଝଙ୍କାଝଙ୍କ୍ (ଦେଖ) - Jhaṅkājhank (See)

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - (ତୁଳ. ଏହି ଅର୍ଥରେ ହିନ୍ଦୀ - ଏହି ଶବ୍ଦ)

[ସମ୍ପାଦନା]

ଜକ୍ଜକ୍ —Glittering.