Jump to content

ଝଙ୍କ

ଉଇକିଅଭିଧାନ‌ରୁ

ଝଙ୍କ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୁକରଣ; ସଂସ୍କୃତ - ଝଙ୍କାର; ଝଣତ୍କାର)

[ସମ୍ପାଦନା]

କଙ୍କଣ ଆଦି ବାଜିବାର ଶବ୍ଦ; ଝମ ଝମ; ଝଣ ଝଣ — The jingling sound of ornaments to which small bells are attached.

କଟି କିଙ୍କିଣୀ, ଘଣ୍ଟି ଠଣ ରଣ, କଙ୍କଣ ଝଙ୍କ ବାଜେ—ପ୍ରାଚୀ. ନଳଚରିତ