Jump to content

ଝଙ୍କାଳିଆ

ଉଇକିଅଭିଧାନ‌ରୁ

ଝଙ୍କାଳିଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଝାମ୍ପୂଲା; ଛତା ପରି ବିସ୍ତୃତ — ୧. Spreading umbrella.

ଝଙ୍କାରିଆ—ଛାୟା ତରୁ—ମଞ୍ଜୁ—କୁଞ୍ଜେ ରାଧାନାଥ. ଯଯାତି

୨. ବିସ୍ତୃତାଗ୍ର —୨. Spreading at the top.
୩. ବୁଦାଳିଆ —୩. Bushy.