ଝଟିତି

ଉଇକିଅଭିଧାନ‌ରୁ

ଝଟିତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - କ୍ରି. ବିଶେଷଣ - (ଝଟ ଧାତୁ= ଗଦା ହେବା+କର୍ତ୍ତୃ. ଇତି)[ସମ୍ପାଦନା]

୧. ଅତି ଶୀଘ୍ର — ୧. Immediately; in no time; sharp.
୨. ଦ୍ରୂତବେଗରେ —୨. Quickly.

ଝଟତି ଆକାଶରେ ତହୁଁ ଘୋଟି ଗଲେ—କୃଷ୍ଣସିଂହ, ମହାଭାରତ. ଆଦି