ଝଟ୍
ଦେଖଣା
ଝଟ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଝଟିତି)
[ସମ୍ପାଦନା]- ୧. ଅତିଶୀଘ୍ର; ତତ୍କ୍ଷଣାତ୍ — ୧. Very soon; quickly; immediately; at once.
- ୨. ସତ୍ୱର —୨. Hastily; speedily.
- ୩. ଅତି ଦ୍ରୁତଗତିରେ — ୩. With speed; with lightning speed.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବେଗଗତି —୧. Quick-motion.
- ୨. ତ୍ୱରା —୨. Haste.