ଝଡ଼ାଝଡ଼ି

ଉଇକିଅଭିଧାନ‌ରୁ

ଝଡ଼ାଝଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଅନେକ ଥର ଝାଡ଼ିବା କର୍ମ — ୧. Repeated jerkings.
୨. ପରସ୍ପର ଦେହରୁ ଧୂଳି ଝାଡ଼ିବା କର୍ମ — ୨. Cleaning each other's body of dust.
୩. ବହୁବାର ଘରର ତଳ, କାନ୍ଥ ଓ ଚାଳ ଓ ଘରେ ଥିବା ଜିନିସପତ୍ରକୁ ଝା଼ଡ଼ିବା ବା ଝାଡ଼ୁଦ୍ୱାରା ସାଫି କରିବା — ୩. Repeated cleaning of the floor, walls and articles of a house.
୪. ଜିନିଷପତ୍ର ପାତ୍ର ବା ଅଖାରୁ ନେଇ ଯିବା ପରେ ତହିଁରେ ବାକି ରହିଯିବା ଛୋଟ ଖଣ୍ଡ ଓ ଧୂଳି —୪. Refuse matter left in a bag or pot after it is emptied.
୫. ଝାଡ଼ଫୁଙ୍କ (ଦେଖ) - ୫. Jhāṟḍ̠a-phuṅka (See)